ଶବ୍ଦାର୍ଥ:
ଖଳା — ଉଚ୍ଚାରଣ: Khaḻā খামার खालिहान
ଦେ. ବି. (ସଂ. ଖଳ) —
ଧାନ ଫସଲ ଆଦି ଜମା କରିବା ଓ ଅମଳ କରିବା ସ୍ଥାନ —Threshing floor; grain-yard.
ରସାଇ ଗୋଶାଳା, ଖଳା ମଞ୍ଚ, ଧାନକୋଠୀ— ରାଧାନାଥ. ମହାୟାତ୍ରା