ଖଲାସି ନିକାସି
ଖଲାସି ନିକାସି —
ଉଚ୍ଚାରଣ: Khalāsi nikāsi
খলাসী ও নিকাসী
खलासी ओर निकासी
ଦେ. ବି. (ଆ. ଖଲାଶି ଓ ସଂ. ନିଷ୍କାସନ; କଚିରିଆ ଭାଷା; ସହଚର) —
କୌଣସି ଦାବୀ ବା ଦାୟିତ୍ବ ଆଦିରୁ ମୁକ୍ତି ବା ସମ୍ପୂର୍ଣ୍ଣ ଅବ୍ୟହତି — Complete release from or discharge of any claim or liability.
(ଯଥା—ବିକ୍ରି ସମ୍ପତ୍ତିରେ କେହି ଦାବୀଦାର ଉପସ୍ଥିତ ହେଲେ ସେଥିର ଖଲାସିନିକାସିର ଭାର ଆମ୍ଭତକ୍ ରହିଲା—କବାଲାର ଶରେତ୍)