ଖଲାସି
ଖଲାସି —
ଉଚ୍ଚାରଣ: Khalāsi
খলাসী
खलासी
ବୈଦେ. ବି. (ଆ. ଖଲାଶି) —
୧: ଜାହାଜ, ଅଗ୍ନିବୋଟ, ରେଳ ଓ କେନାଲ୍ରେ ଓ ତମ୍ବୁ ଟଣିବା ଆଦିରେ ନିଯୁକ୍ତ ନିମ୍ନତମ ଭୃତ୍ୟ; କୁଲୀ —୧. A cooly or menial servant engaged in boats, railway etc (e.g. a sailor, a tent-pitcher).
୨: ଖଲାସ୍ (ଦେଖ) ୨. Khalās (See)
ପ୍ରାଦେ. (ପୁରୀ) ବି. —
ଡୋରର ବିନା ସାହାଯ୍ୟରେ ସ୍ତ୍ରୀଲୋକ— ମାନଙ୍କର କେଶ ବାନ୍ଧବାର ଏକପ୍ରକାର ଖୋସା ବା ଗଣ୍ଠି — A mode of tying the hair into a knot.
ବୈଦେ. ବିଣ. —
ଖଲାସ୍ (ଦେଖ) Khalās (See)