ଶବ୍ଦାର୍ଥ:
ଖରାଟି — ଉଚ୍ଚାରଣ: Kharāṭi
ଦେ. ବିଣ —
୧: ଗ୍ରୀଷ୍ମକାଳୀନ; ଖରୋଟି — ୧. Happening in or produced in the summer.
୨: ଯେଉଁ ସ୍ଥାନରେ ଅଧିକାଂଶ ସମୟ ଖରା ପଡ଼େ; ଅନାବୃତ — ୨. Sunny; exposed to the direct rays of the sun.