ଶବ୍ଦାର୍ଥ:
ଖତାଡ଼ି — ଉଚ୍ଚାରଣ: Khatāṟḍ̠i
ପ୍ରାଦେ. (ଗଞ୍ଜାମ) ବିଣ. —
ଖତ ବା ସାରର ଭାଗ ବେଶୀ ଥିବାରୁ ଉର୍ବର (ଭୂମି) —Fertile land owing to a large quantity of manure.