ଖଣ୍ଡମଣ୍ଡଳ
ଖଣ୍ଡମଣ୍ଡଳ —
ଉଚ୍ଚାରଣ: Khaṇḍamaṇḍaḻa
ସଂ. ବି(୬: ଷ୍ଠୀ ତତ; ଖଣ୍ଡ+ମଣ୍ଡଳ) —
୧: ବୃତ୍ତାଭାସ — ୧. A segment of a circle.
୨: କର୍ତ୍ତିତ ଗୋଳକ — ୨. Section of a globe.
ସଂ ବିଣ —
ୟାହା ପୂର୍ଣ୍ଣ ମଣ୍ଡଳାକାର ନୁହେଁ — Not fully round; gibbous.
ଦେ. ବି —
୧: ସମଗ୍ର ପୃଥିବୀ — ୧. The whole earth.
୨: ପ୍ରଦେଶ —୨. Province.
ପଜନ୍ତି ଅତି ଭୟ ମନେ, ଖଣ୍ଡମଣ୍ଡଳ—ପତି ଯେହେ—ଜଗନ୍ନାଥ ଭାଗବତ