ଖଡ଼ମା
ଖଡ଼ମା —
ଉଚ୍ଚାରଣ: Khaṟḍ̠amā
ଦେ. ବିଣ. —
ଘରର ଖୁଣ୍ଟ ଉପରେ ଶେଣି ଦିଆଯିବା ପୂର୍ବରୁ ଖୁଣ୍ଟ ଅଗରେ କରାଯିବା ଘରା ବା ଖାନ୍ଦିରେ ଯେଉଁ କଠାଉ ବା ଖଡ଼ମ୍ ଆକାରର କାଷ୍ଠଖଣ୍ଡ଼ ବସାଯାଏ — A piece of wood in the shape of a clog put in the groove on the top of a pillar over which the wall-plate passes.