ଶବ୍ଦାର୍ଥ:

ଖଡ଼କି
ଉଚ୍ଚାରଣ: Khaṟḍ̠aki

ଦେ. ବି. (ସଂ. ଖଟୁ) —

ଏକ ପ୍ରକାର ହସ୍ତ ବଳୟ — A species of armlet.

ତୁଡ଼ୁକେ କରେ ଧରି ଖଡ଼କିମାନଙ୍କୁ ପୋଷାକରି ସୋଡ଼କି ଦେଲେ ମଦିରାକୁ କଷ୍ଣସିଂହ ମହାଭାରତ ଆଦି