ଖଡ଼କାବାଜ୍
ଖଡ଼କାବାଜ୍ —
ଉଚ୍ଚାରଣ: Khaṟḍ̠akābāj
ଦେ. ବି. (ସମ୍ଭବତଃ ଫରକାବାଦରୁ ପ୍ରଥମେ ଆସିଥିବାରୁ) —
ଓଡ଼ିଶାରେ ଉତ୍ପାଦିତ ଏକପ୍ରକାର ଉତ୍ତର— ଭାରତୀୟ ବିଲାତି ଆଳୁ — A species of potato acclimatised in Orissa.
[ଦ୍ର—ଏହି ଆଳୁ ଏହି ଦେଶର ମ଼ଞ୍ଜିରୁ ଲଗାଯାଏ ଏ ଆଳୁ ଗଛରେ ଫୁଲ ଧରେ ଏବଂ ଭେଜୀ ବାଇଗଣ ପରି ଫଳ ହୁଏ]