ଶବ୍ଦାର୍ଥ:

ଖଟ ଦଣ୍ଡା
ଉଚ୍ଚାରଣ: Khaṭa daṇḍā

ଦେ. ବି. (ସଂ. ଖଟ୍ବା+ଦଣ୍ଡ) —

ଖଟର ଚାରି ଖୁରାକୁ ଜୋଡ଼ିବା ଲମ୍ବ ଦଣ୍ଡ — The beams of a bedstead.