ଶବ୍ଦାର୍ଥ:
ଖଟ୍ବାଙ୍ଗୀ — ଉଚ୍ଚାରଣ: Khaṭwāṅgī
ସଂ. ବିଣ. ପୁଂ.—(ଖଟ୍ବାଙ୍ଗ+କର୍ତ୍ତୃ. ଇନ ୧: ମା.୧: ବ.) —
ଖଟ୍ବାଙ୍ଗଧର (ଦେଖ) Khaṭwāṅgadhara (See)
ସଂ. ବି. —
ଶିବ — Ṡiba.