ଖଟ୍ବାଙ୍ଗ
ଖଟ୍ବାଙ୍ଗ —
ଉଚ୍ଚାରଣ: Khaṭwāṅga
ସଂ. ବି (ଖଟ୍ବା+ଅଙ୍ଗ) —
୧: ଖଟରଗୋଡ଼; ଖଟରଖୁରା — ୧. The foot of a bedstead.
୨: ମହାଦେବଙ୍କ ଅସ୍ତ୍ରବିଶେଷ — ୨. A mace-like weapon wielded by Mahādeba; a staff with a skull at the top.
୩: ଖଟଖୁରାପରି ଆକାରବିଶିଷ୍ଟ ମୁଦ୍ଗର — ୩. A club or mace like a bedpost.
୪: ପୃଷ୍ଠବଂଶ; ମେରୁହାଡ଼ —୪. Backbone.
୫: ଦିଲୀପ; ସୂର୍ଯ୍ୟବଂଶୀୟ ରାଜାବିଶେଷ — ୫. Name of a king of the solar dynasty of India; king Dilīpa.