ଶବ୍ଦାର୍ଥ:

ଖଟ୍ବାଙ୍ଗ
ଉଚ୍ଚାରଣ: Khaṭwāṅga

ସଂ. ବି (ଖଟ୍ବା+ଅଙ୍ଗ) —

୧: ଖଟରଗୋଡ଼; ଖଟରଖୁରା — ୧. The foot of a bedstead.

୨: ମହାଦେବଙ୍କ ଅସ୍ତ୍ରବିଶେଷ — ୨. A mace-like weapon wielded by Mahādeba; a staff with a skull at the top.

୩: ଖଟଖୁରାପରି ଆକାରବିଶିଷ୍ଟ ମୁଦ୍ଗର — ୩. A club or mace like a bedpost.

୪: ପୃଷ୍ଠବଂଶ; ମେରୁହାଡ଼ —୪. Backbone.

୫: ଦିଲୀପ; ସୂର୍ଯ୍ୟବଂଶୀୟ ରାଜାବିଶେଷ — ୫. Name of a king of the solar dynasty of India; king Dilīpa.