ଶବ୍ଦାର୍ଥ:
ଖଟ୍ବା — ଉଚ୍ଚାରଣ: Khaṭwā
ସଂ. ବି. ସ୍ତ୍ରୀ (ଖଟ ଧାତୁ=ଅନ୍ବେଷଣ କରିବା+କର୍ମ. ବ+ଆ) —
୧: ଖଟ —୧. Bedstead.
୨: ଝୁଲାଖଟ —୨. A hammock.
୩: ଦୋଳି —୩. A swing.
୪: ପଲଙ୍କ —୪. Couch.
୫: କ୍ଷତରେ ବନ୍ଧାଯିବା ଏକପ୍ରକାର ପଟି — ୫. A kind of bandage for wounds.