ଶବ୍ଦାର୍ଥ:

ଖଟ୍ବା
ଉଚ୍ଚାରଣ: Khaṭwā

ସଂ. ବି. ସ୍ତ୍ରୀ (ଖଟ ଧାତୁ=ଅନ୍ବେଷଣ କରିବା+କର୍ମ. ବ+ଆ) —

୧: ଖଟ —୧. Bedstead.

୨: ଝୁଲାଖଟ —୨. A hammock.

୩: ଦୋଳି —୩. A swing.

୪: ପଲଙ୍କ —୪. Couch.

୫: କ୍ଷତରେ ବନ୍ଧାଯିବା ଏକପ୍ରକାର ପଟି — ୫. A kind of bandage for wounds.