ଶବ୍ଦାର୍ଥ:

ଖଟ୍ଟିକ
ଉଚ୍ଚାରଣ: Khaṭṭika

ସଂ. ବି. (ଖଟ୍ଟ ଧାତୁ+ଇକ) —

୧: କଂସେଇ — ୧. Butcher.

୨: ବ୍ୟାଧ; ଶିକାରୀ; ବାଣୁଆ —୨. Hunter; fowler.

୩: ମଇଁଷୀ ଦୁଧର ସର — ୩. The cream of buffalo-milk. (M.W.)