ଶବ୍ଦାର୍ଥ:
ଖଟ୍ଟିକ — ଉଚ୍ଚାରଣ: Khaṭṭika
ସଂ. ବି. (ଖଟ୍ଟ ଧାତୁ+ଇକ) —
୧: କଂସେଇ — ୧. Butcher.
୨: ବ୍ୟାଧ; ଶିକାରୀ; ବାଣୁଆ —୨. Hunter; fowler.
୩: ମଇଁଷୀ ଦୁଧର ସର — ୩. The cream of buffalo-milk. (M.W.)