ଶବ୍ଦାର୍ଥ:

ଖଟ୍ଟାଶ
ଉଚ୍ଚାରଣ: Khaṭṭāṡa
(ଖଟ୍ଟାଶୀ—ସ୍ତ୍ରୀ)

ସଂ. ବି. ପୁଂ (ଖଟ୍ଟ ଧାତୁ+କର୍ତ୍ତୃ. ଅଶ୍+ଅ; କିମ୍ବା ଖଟ୍ଟ= ଅମ୍ଳରସ+ଅଶ ଧାତୁ=ଖାଇବା+କର୍ତ୍ତୃ. ଅ) —

ଶାଳିଆପତନୀ; ଗନ୍ଧମାର୍ଜାର — A civet; polecat; Viverra Zibetha.

[ଦ୍ର—'କଟାଶ' ଶଦ୍ଦ ଏଥିରୁ ଅପ୍ରଭଷ୍ଟ ହୋଇଅଛି]