ଶବ୍ଦାର୍ଥ:

ଖଟ୍ଟନ
ଉଚ୍ଚାରଣ: Khaṭṭana
(ଖଟ୍ଟନୀ—ସ୍ତ୍ରୀ)

ସଂ. ବି—(ଖଟ୍ଟ ଧାତୁ=ଆଚ୍ଛାଦନ କରିବା+କର୍ମ. ଅନ) —

ବାମନ; ଗେଡ଼ାଲୋକ — A dwarf.

ବି. ବିଣ —

ବାମନ; ବାଙ୍ଗର; ଗେଡ଼ା — Dwarfish; stunted.