ଶବ୍ଦାର୍ଥ:
ଖଟ୍ଟନ — ଉଚ୍ଚାରଣ: Khaṭṭana (ଖଟ୍ଟନୀ—ସ୍ତ୍ରୀ)
ସଂ. ବି—(ଖଟ୍ଟ ଧାତୁ=ଆଚ୍ଛାଦନ କରିବା+କର୍ମ. ଅନ) —
ବାମନ; ଗେଡ଼ାଲୋକ — A dwarf.
ବି. ବିଣ —
ବାମନ; ବାଙ୍ଗର; ଗେଡ଼ା — Dwarfish; stunted.