ଶବ୍ଦାର୍ଥ:

ଖଟ୍ଖଟ୍
ଉଚ୍ଚାରଣ: Khaṭkhaṭ
খটমটি खटपट

ଦେ. ବି. (ଧ୍ଵନ୍ୟକରଣ) —

୧: ସାମାନ୍ୟ ଗାଳିମନ୍ଦମିଶା ଘର କଳି; କଳନ୍ଦ —୧. Domestic or internal quarrel accompanied with bickeriugs.

୨: କଠିଣ ପଦାର୍ଥର ଶ୍ରୁତିକଟୁ ଶବ୍ଦ — ୨. Sound of hard things striking; jarring sound.

ଦେ. ବିଣ —

କଠିନ ବା ଯୋଡ଼ା ପଦାର୍ଥ ହୁଗୁଳା ହୋଇଥିବା — Slack; loose (said of two things becoming loose or slackened)