ଖଟ୍ଖଟ୍
ଖଟ୍ଖଟ୍ —
ଉଚ୍ଚାରଣ: Khaṭkhaṭ
খটমটি
खटपट
ଦେ. ବି. (ଧ୍ଵନ୍ୟକରଣ) —
୧: ସାମାନ୍ୟ ଗାଳିମନ୍ଦମିଶା ଘର କଳି; କଳନ୍ଦ —୧. Domestic or internal quarrel accompanied with bickeriugs.
୨: କଠିଣ ପଦାର୍ଥର ଶ୍ରୁତିକଟୁ ଶବ୍ଦ — ୨. Sound of hard things striking; jarring sound.
ଦେ. ବିଣ —
କଠିନ ବା ଯୋଡ଼ା ପଦାର୍ଥ ହୁଗୁଳା ହୋଇଥିବା — Slack; loose (said of two things becoming loose or slackened)