ଶବ୍ଦାର୍ଥ:

ଖଟ୍ଖଟିଆ
ଉଚ୍ଚାରଣ: Khaṭkhaṭiā

ପ୍ରାଦେ. (ସମ୍ବଲପୁର) ବି. —

ଏକପ୍ରକାର ଲତା — A kind of creeper.

[ଦ୍ର—ଏହାର ଛୁଇଁର ମଞ୍ଜି ସୁବାସଯୁକ୍ତ ଏହାର ମଞ୍ଜିକୁ ମାଇପେ ମଥାଘସା ସଙ୍ଗେ ମସଲାରୂପେ ବାଟି ବ୍ୟବହାର କରନ୍ତି]

ଦେ. ବିଣ. —

କଳିହା; କଳିହୁଡ଼ା —Quarrelsome.