ଖଟ୍କା
ଖଟ୍କା —
ଉଚ୍ଚାରଣ: Khaṭkā
খটকা
खटका
ଦେ. ବି. (ହିନ୍ଦୀ ଖଟ୍କା, ଧ୍ଵନ୍ୟନୁକରଣ, ଖଟ୍ଖଟ୍ ଶବ୍ଦଜ) —
୧: କଳହ; ଦ୍ବନ୍ଦ୍ବ, ବିବାଦ — ୧. Dispute; quarrel.
୨: କଷ୍ଟ —୨. Difficulty.
୩: ସନ୍ଦେହ —୩. Doubt.
୪: ସମସ୍ୟା —୪. Problem.
ଆପଣାମାନଙ୍କ ମନରେ ଆଉ ଗୋଟାଏ ଖଟକା ଲାଗିପାରେ ଫକୀରମୋହନ, ଛମାଣଆଠଗୁଣ୍ଠ