ଶବ୍ଦାର୍ଥ:

ଖଟୁଳିରେ ବସିବା
ଉଚ୍ଚାରଣ: Khaṭuḻire basibā

ଦେ. କ୍ରି —

କୌଣସି କାର୍ଯ୍ୟ ବା ପରିଶ୍ରମ ନ କରି (ଶାଲଗ୍ରାମ ଖଟୁଳିରେ ବସିବା ଭଳି) ନିଷ୍କର୍ମା ବା ସୁସ୍ଥୀ ହୋଇ ବସି ରହିବା — To sit idly without doing any thing.