ଶବ୍ଦାର୍ଥ:

ଖଟୁଳିରେ ବସାଇବା
ଉଚ୍ଚାରଣ: Khaṭuḻire basāibā

ଦେ. କ୍ରି. (ଲକ୍ଷଣାର୍ଥ ଖଟୁଳିରେ ଦେବତାଙ୍କ ବସାଇ ପୂଜା କରା ଯିବାରୁ) —

କୌଣସି ବ୍ୟକ୍ତି ବା ପଦାର୍ଥକୁ ବିଶେଷ ଆଦର ସହିତ ପୂଜା ବା ସମ୍ମାନ କରିବା — To permit a person to sit idle; not to allow a person to do anything.