ଶବ୍ଦାର୍ଥ: ଖଟ କ୍ଷୁଦ୍ର ଅର୍ଥରେ ଖଟୁଲି ହିନ୍ଦୁ ଭଗବାନଙ୍କ ପ୍ରତିମା ସ୍ଥାପନ ଏବଂ ପୂଜା ବିଧିରେ ବ୍ୟବହାର କରିଥାନ୍ତି । ଖ୍ରୀଷ୍ଟିଆନ ଧର୍ମାବଲମ୍ବୀମାନେ ସମ୍ମାନସ୍ପଦ ବ୍ୟକ୍ତିଙ୍କ ବସିବା ଲାଗି ବ୍ୟବହୃତ କରିଥାନ୍ତି । ଏହା କାଠ ଏବଂ ଧାତୁ ନିର୍ମିତ ହୋଇଥାଏ ।

ଖଟୁଲି
ଉଚ୍ଚାରଣ: Khaṭuli

ପ୍ରାଦେ. (ସମ୍ବଲପୁର) ବି —

ଖଟୁଳି (ଦେଖ) Khaṭuḻi (See)