ଶବ୍ଦାର୍ଥ:

ଖଟୁ
ଉଚ୍ଚାରଣ: Khaṭu

(ଅଖଟୁ—ବିପରୀତ)

ସଂ. ବି —

ମୁଠା —The fist (M.W.)

ଦେ. ବିଣ. —

ପରିଶ୍ରମୀ — Labour; habituated to work.