ଖଟିଯିବା
(ଖଟିୟିବାରୁ ଲେଉଟି ଆସିଛି)
ଖଟିଯିବା —
ଉଚ୍ଚାରଣ: Khaṭij̄ibā
ପ୍ରାଦେ. (ଗଞ୍ଜାମ; ସମ୍ବଲପୁର) କ୍ରି —
ବାଲିକା ରଜସ୍ବଳା ହେବା ପରେ ପ୍ରଥମେ ଶାଶୁ ଘରକୁ ଯିବା; ପହିଲିପାଳି ଯିବା — (said of a girl) To go to live with the husband after the appearance of menses.