ଶବ୍ଦାର୍ଥ:

ଖଟିଯିବା
ଉଚ୍ଚାରଣ: Khaṭij̄ibā

ପ୍ରାଦେ. (ଗଞ୍ଜାମ; ସମ୍ବଲପୁର) କ୍ରି —

ବାଲିକା ରଜସ୍ବଳା ହେବା ପରେ ପ୍ରଥମେ ଶାଶୁ ଘରକୁ ଯିବା; ପହିଲିପାଳି ଯିବା — (said of a girl) To go to live with the husband after the appearance of menses.