ଶବ୍ଦାର୍ଥ:
ଖଟିନୀ — ଉଚ୍ଚାରଣ: Khaṭinī
ସଂ. ବି. ସ୍ତ୍ରୀ (ଖଟ ଧାତୁ=ଅନ୍ବେଷଣ କରିବା+ଇନ+ସ୍ତ୍ରୀ. ଈ) —
କଠିନୀ; ଖଡ଼ି — Writing chalk; chalkstone.