ଶବ୍ଦାର୍ଥ:

ଖଟିନୀ
ଉଚ୍ଚାରଣ: Khaṭinī

ସଂ. ବି. ସ୍ତ୍ରୀ (ଖଟ ଧାତୁ=ଅନ୍ବେଷଣ କରିବା+ଇନ+ସ୍ତ୍ରୀ. ଈ) —

କଠିନୀ; ଖଡ଼ି — Writing chalk; chalkstone.