ଶବ୍ଦାର୍ଥ:

ଖଟିକା
ଉଚ୍ଚାରଣ: Khaṭikā

ସଂ. ବି. (ଖଟିକ+ଆ) —

୧: ଖଡ଼ି — ୧. Writing chalk.

୨: କାନର ବହିର୍ଦେଶସ୍ଥ ଗହ୍ବର — ୨. The outer cavity of the ear.

୩: ଗୁଳ୍ମବିଶେଷ — ୩. Andropogen Muricatus.