ଶବ୍ଦାର୍ଥ:

ଖଟିକ
ଉଚ୍ଚାରଣ: Khaṭika

ସଂ. ବି (ଖଟ ଧାତୁ=ଅନ୍ବେଷଣ କରିବା+କର୍ମ. ଅକ; ଇ. ଆଗମ) —

ଅର୍ଦ୍ଧମୁଦ୍ରିତ କରତଳ — Half-closed palm.

ସଂ. ବି. —

ବିକୃତ ହସ୍ତ; କୁକ୍କପାଣି — Having a crooked hand.