ଶବ୍ଦାର୍ଥ:
ଖଟିକ — ଉଚ୍ଚାରଣ: Khaṭika
ସଂ. ବି (ଖଟ ଧାତୁ=ଅନ୍ବେଷଣ କରିବା+କର୍ମ. ଅକ; ଇ. ଆଗମ) —
ଅର୍ଦ୍ଧମୁଦ୍ରିତ କରତଳ — Half-closed palm.
ସଂ. ବି. —
ବିକୃତ ହସ୍ତ; କୁକ୍କପାଣି — Having a crooked hand.