ଖଟା ଖାଇଲାପରି ମୁହଁ କରିବା

ଶବ୍ଦାର୍ଥ:

ଖଟା ଖାଇଲାପରି ମୁହଁ କରିବା
ଉଚ୍ଚାରଣ: Khaṭā khāilāpari muhañ karibā
खट्टाखाना

ଦେ. କ୍ରି. (ଲକ୍ଷଣାର୍ଥ) —

ଭ୍ରୂକୁଟି କରିବା; ମୁଖ ଭଙ୍ଗଦ୍ବାରା ଅସନ୍ତୋଷ; ବିରକ୍ତି ବା ଅନିଚ୍ଛା ଆଦି ପ୍ରକାଶ କରିବା; ଅପ୍ରସନ୍ନ ହେବା —To scowl; to frown; to give vent to one's displeasure.