ଶବ୍ଦାର୍ଥ:

ଖଟା କରିବା (ମନ)
ଉଚ୍ଚାରଣ: khaṭā karibā (mind)

ଦେ. କ୍ରି. (ଲକ୍ଷଣାର୍ଥ) —

ମନୋଦୁଃଖ କରିବା — To be sorry.