ଶବ୍ଦାର୍ଥ:

ଖଟାଳିଆ
ଉଚ୍ଚାରଣ: Khaṭāḻiā

ଦେ. ବିଣ. —

ଈଷତ୍ ଅମ୍ଳ; ସାମାନ୍ୟରେ ଖଟା — Sourish; acidish.