ଶବ୍ଦାର୍ଥ:

ଖଟାପାଳଙ୍ଗ
ଉଚ୍ଚାରଣ: Khaṭāpāḻaṅga
ସଂ. ଅମ୍ଳବେତସ, ଶତବେଧୀ; ବୀରାମ୍ଳ; ଗୁଳ୍ମକେତୁ; ମାଂସଦ୍ରାବୀ; ଚକ୍ର ঘেকড়; রাকা; চুকাপালম आमलतास; चुका ତେ. ଫୁଲ୍ଲାବାଚାଲି

ଦେ. ବି. —

ଏକ ପ୍ରକାର ଖଟା ଶାଗ — A kind of sorrel; (pot herb) with sour taste Rumex Vesicarius; Bladder dock (Haines).