ଶବ୍ଦାର୍ଥ:

ଖଟଲି
ଉଚ୍ଚାରଣ: Khaṭali

ପ୍ରାଦେ. (ସମ୍ବଲପୁର) ବି. (ତୁଲ. ହି. ଖଟୋଲା) —

ଛୋଟ ଖଟ; ଖଟିଆ —A small bedstead.