ଶବ୍ଦାର୍ଥ:
ଖଟପଲଙ୍କ — ଉଚ୍ଚାରଣ: Khaṭapalaṇka
ଦେ. ବି. (ସହଚର; ସଂ. ଖଟ୍ବା ଓ ପର୍ୟ୍ୟଙ୍କ) —
ନାନାପ୍ରକାର ଶୟ୍ୟ ଯନ୍ତ୍ର — Many kinds of bedsteads.