ଶବ୍ଦାର୍ଥ:
ଖଟଣି ସାମନ୍ତ — ଉଚ୍ଚାରଣ: Khaṭaṇi sāmanta
ଦେ. ବି —
ଖଟଣି କିଙ୍କର (ଦେଖ) Khaṭaṇi kiṇkara (See)
ଖଟଣିସାମନ୍ତମାନେ ଉଚିତ ବିଧିବଧାନେ କାଠିଲାଗି ମାଜଣା ସେବାକୁ କରାନ୍ତି— ଦୀନକୃଷ୍ଣ. ରସବିନୋଦ