ଶବ୍ଦାର୍ଥ:

ଖଟଣି ଫୁଲ
ଉଚ୍ଚାରଣ: Khaṭaṇi phula

ଦେ. ବି —

ସେବକ ନିୟମିତରୂପେ ଦେବତା ଓ ରାଜା ଆଦିଙ୍କୁ ଦେବା ଫୁଲ — Flower for the daily use of a king or Deity.

ତୋ ଖଟଣି ଫୁଲ ମୋର, ଏଣୁ ଭଲ ବାଞ୍ଛା ତୋର— ଭଞ୍ଜ. ଲାବଣ୍ୟବତୀ