ଶବ୍ଦାର୍ଥ:
ଖଟଣି ଫୁଲ — ଉଚ୍ଚାରଣ: Khaṭaṇi phula
ଦେ. ବି —
ସେବକ ନିୟମିତରୂପେ ଦେବତା ଓ ରାଜା ଆଦିଙ୍କୁ ଦେବା ଫୁଲ — Flower for the daily use of a king or Deity.
ତୋ ଖଟଣି ଫୁଲ ମୋର, ଏଣୁ ଭଲ ବାଞ୍ଛା ତୋର— ଭଞ୍ଜ. ଲାବଣ୍ୟବତୀ