ଶବ୍ଦାର୍ଥ:

ଖଟଣିକିଙ୍କର
ଉଚ୍ଚାରଣ: Khaṭaṇikiṇkara

ଦେ. ବି —

୧: ରାଜା ଓ ଦେବତାଙ୍କ ସେବାରେ ନିଯୁକ୍ତ ଚାକର — ୧. Servants of a king or a Deity.

ଖଟଣିକିଙ୍କରଙ୍କର ମେଳ ଖଟିଥିବ ଯେ ତୋ କଟତଳେ— କବିସୂର୍ଯ୍ୟ. କବିତା

୨: ରାଜାଙ୍କର ପ୍ରାତ୍ୟହିକ ଦୈହିକ ନୀତି ବା ସେବା କରିବା ଚାକର; ଶ୍ରୀଅଙ୍ଗଲଗା ସେବକ — ୨. Servants doing the different duties connected with the bodily services of a Rājā.

ଖଟଣିକିଙ୍କର ପାଦେ ହୋଇ ତୋର ତ୍ରି ଦିବ ମଣନ୍ତ ତୃଣ— ରାଧାନାଥ. ୟୟାତି

୩: ଆଜ୍ଞାକାରୀ ଭୃତ୍ୟ; ଅର୍ଧିଳି ଚାକର — ୩. 'Orderly' servant; one who carries out Rāja's orders.