ଶବ୍ଦାର୍ଥ:
ଖଟଣିକାର — ଉଚ୍ଚାରଣ: Khaṭaṇikāra
ଦେ. ବି —
ଖଟଣିକିଙ୍କର (ଦେଖ) Khaṭaṇikiṅkara (See)
ୟାହାର ଆଜ୍ଞାରେ ଆସି ଦଶଦିଗପାଳ ଖଟଣିକାର ହୋଇ ଖଟନ୍ତି ପାଦତଳ—ପୀତାମ୍ବର. ନୃସିଂହପୁରାଣ