ଶବ୍ଦାର୍ଥ:

ଖଟଣିକାର
ଉଚ୍ଚାରଣ: Khaṭaṇikāra

ଦେ. ବି —

ଖଟଣିକିଙ୍କର (ଦେଖ) Khaṭaṇikiṅkara (See)

ୟାହାର ଆଜ୍ଞାରେ ଆସି ଦଶଦିଗପାଳ ଖଟଣିକାର ହୋଇ ଖଟନ୍ତି ପାଦତଳ—ପୀତାମ୍ବର. ନୃସିଂହପୁରାଣ