ଶବ୍ଦାର୍ଥ:

ଖଟଖଟିଆ
ଉଚ୍ଚାରଣ: Khaṭakhaṭiā
ঢিলা गिला

ପ୍ରାଦେ. (କଟକ) ବିଣ —

ହୁଗୁଳା; ନିର୍ଧିଷ୍ଟ ଘରାରୁ ହୁଗୁଳି ଯାଇଥିବା — Slackened; loosened out of its socket.

ପ୍ରାଦେ. (ସମ୍ବଲପୁର) ବିଣ (ସଂ. ଖଟାଖଟ୍ବା) —

ବୃଦ୍ଧ ତାରକ ପରି ଏକପ୍ରକାର ଲତା — A sort of creeper.

[ଦ୍ର—ଏହାର ମଞ୍ଜିରେ ସ୍ତ୍ରୀଲୋକେ ମୁଣ୍ଡର କେଶକୁ ଧୋଇ ସଫା କରନ୍ତି ଏହାର ପତ୍ରରେ ପିତଳବାସନ ମାଜିଲେ ବାସନ ଖୁବ୍ ସଫା ହୁଏ ଏହାର ଫଳମାନଙ୍କରେ ଖଡ଼ିକା ଫୋଡ଼ି ଶିଶୁମାନେ ଖଟ, ରଥ ଆଦି ତିଆରି କରି ଖେଳନ୍ତି]