ଶବ୍ଦାର୍ଥ:

ଖଟଖ
ଉଚ୍ଚାରଣ: Khaṭaka

ସଂ. ବି. ପୁଂ (ଖଟ ଧାତୁ+କର୍ତ୍ତୃ. ଅଖ) —

ବାଣ ମାରିବାକୁ ଉଦ୍ୟତ ବ୍ୟକ୍ତି — A man in the attitude of shooting.