ଖଟକାମୁଖ
ଖଟକାମୁଖ —
ଉଚ୍ଚାରଣ: Khaṭākāmukha
ସଂ. ବି (ଖଟକ+ଆ+ମୁଖ) —
୧: ନୃତ୍ୟରେ ଏକପ୍ରକାର ଚେଷ୍ଟା (ହି. ଶବ୍ଦସାଗର) — ୧. A particular gait in dancing.
୨: ବାଣ ମାରିବା ସମୟରେ ହାତ ଟେକିବାର ପ୍ରଣାଳୀବିଶେଷ (ହି ଶବ୍ଦସାଗର) — ୨. A particular position of hands in shooting.