ଶବ୍ଦାର୍ଥ:

ଖଟକାମୁଖ
ଉଚ୍ଚାରଣ: Khaṭākāmukha

ସଂ. ବି (ଖଟକ+ଆ+ମୁଖ) —

୧: ନୃତ୍ୟରେ ଏକପ୍ରକାର ଚେଷ୍ଟା (ହି. ଶବ୍ଦସାଗର) — ୧. A particular gait in dancing.

୨: ବାଣ ମାରିବା ସମୟରେ ହାତ ଟେକିବାର ପ୍ରଣାଳୀବିଶେଷ (ହି ଶବ୍ଦସାଗର) — ୨. A particular position of hands in shooting.