ଶବ୍ଦାର୍ଥ:
ଖଟକଟାହକ — ଉଚ୍ଚାରଣ: Khaṭakaṭāhaka
ସଂ. ବି. (ମଧ୍ୟପଦଲୋପୀ; ଖଟ=ଖଙ୍କାର+କଟାହକ) —
ପିକଦାନୀ; ଛେପ ପକାଇବାର ବଡ଼ ପାତ୍ର — Spittle-pot; spitting box (M.W.)