ଶବ୍ଦାର୍ଥ:

ଖଟକଟାହକ
ଉଚ୍ଚାରଣ: Khaṭakaṭāhaka

ସଂ. ବି. (ମଧ୍ୟପଦଲୋପୀ; ଖଟ=ଖଙ୍କାର+କଟାହକ) —

ପିକଦାନୀ; ଛେପ ପକାଇବାର ବଡ଼ ପାତ୍ର — Spittle-pot; spitting box (M.W.)