ଶବ୍ଦାର୍ଥ:

ଖଟକ
ଉଚ୍ଚାରଣ: Khaṭaka

ସଂ. ବି. (ଖଟ୍ ଧାତୁ+କର୍ତ୍ତୃ. ଅକ) —

୧: ଘଟକ — ୧. Marriage-broker; a negotiator of marriages.

୨: ଅର୍ଧମୁଦ୍ରିତ ହସ୍ତ — ୨. Half-closed hand.

୩: ମଲ୍ଲମାନଙ୍କର ଯୁଦ୍ଧାର୍ଥ ସଜ୍ଜିତ ବଦ୍ଧମୁଷ୍ଠି — ୩. The doubled fist of wrestlers.