ଶବ୍ଦାର୍ଥ:

ଖଞ୍ଜ ଅଖଞ୍ଜ
ଉଚ୍ଚାରଣ: Khan̄ja akhan̄ja

ଦେ. ବି. (ବିପରୀତାର୍ଥକ ସହଚର) —

ସୁବିଧା ଅସୁବିଧା —Convenience and inconvenience.

ବିଦେଶୀ ଲୋକ କିମ୍ବା ଗ୍ରାମରେ କାହାରି ଖଞ୍ଜଅଖଞ୍ଜରେ ଭାତ ରନ୍ଧା ହୋଇ ନ ପାରିଲେ ପୂଜାହାରୀ ପାଖରେ ଯୋଡ଼ାଏ ପଇସା ପକାଇ ପେଟେ ପ୍ରସାଦ ଖାଇବାକୁ ମିଳେ ଫକୀରମୋହନ. ଛମାଣଆଠଗୁଣ୍ଠ