ଶବ୍ଦାର୍ଥ:

ଖଞ୍ଜିହେବା
ଉଚ୍ଚାରଣ: Khan̄ji hebā

ଦେ. କ୍ରି —

ଭରିବା; ଲଗାଇବା; ନିଜ ଦେହରେ ଅଳଙ୍କାର ଲଗାଇବା —To put on ornaments on one's self.

ନାନା ଜାତିର ଅଳଙ୍କାର ଖଞ୍ଜିହେଲେ କୃଷ୍ଣସିଂହ. ମହାଭାରତ. ବନ