ଶବ୍ଦାର୍ଥ:

ଖଞ୍ଜିତ
ଉଚ୍ଚାରଣ: Khan̄jita

ଦେ. ବିଣ (ସଂ. ଖଚିତ) —

ଖଞ୍ଜା ହୋଇଥିବା — Equipped with.

ପିକ କପୋତ ଶୁକ ସାର; ଖଞ୍ଜିତ ହୋଇଛି ପିଞ୍ଜରୀ— ଭୂପତି, ପ୍ରେମପଞ୍ଚାମୃତ