ଶବ୍ଦାର୍ଥ:
ଖଞ୍ଜିତ — ଉଚ୍ଚାରଣ: Khan̄jita
ଦେ. ବିଣ (ସଂ. ଖଚିତ) —
ଖଞ୍ଜା ହୋଇଥିବା — Equipped with.
ପିକ କପୋତ ଶୁକ ସାର; ଖଞ୍ଜିତ ହୋଇଛି ପିଞ୍ଜରୀ— ଭୂପତି, ପ୍ରେମପଞ୍ଚାମୃତ