ଶବ୍ଦାର୍ଥ:
ଖଞ୍ଜିଆ — ଉଚ୍ଚାରଣ: Khan̄jiā (ଖଞ୍ଜେଇ—ସ୍ତ୍ରୀ)
ଦେ. ବିଣ. ପୁଂ —
୧: ତାକତରକିଆ; ଯେଉଁ ବ୍ୟକ୍ତି ଖଞ୍ଜ ଉଣ୍ଡି କାମ କରେ —୧. One who knows to successfully watch proper opportunities.
୨: କୌଶଳୀ; ଯେ କୌଶଳରେ କାର୍ଯ୍ୟ ହାସଲ କରେ — ୨. Artful; tactful.