ଶବ୍ଦାର୍ଥ:

ଖଞ୍ଜା ପାହୁଡ଼
ଉଚ୍ଚାରଣ: Khan̄jā pāhuṟḍ̠a

ଦେ. ବି —

ପାଦରେ ଅଳଙ୍କାରବିଶେଷ — An ornament for the leg.

ରଣଝଣ ହୋଏ ଖଞ୍ଜା ପହୁଡ଼ ଚରଣେ—ଭଞ୍ଜ. ଲାବଣ୍ୟବତୀ