ଶବ୍ଦାର୍ଥ:
ଖଞ୍ଜାହାଡ଼ — ଉଚ୍ଚାରଣ: Khan̄jāhāṟḍ̠a
ଦେ. ବି —
ମେରୁଦଣ୍ଡ; ମେରୁହାଡ଼ — Backbone.
[ଦ୍ର—ଏହା ଅନେକଗୁଡ଼ିଏ ହାଡ଼ର ସମଷ୍ଟି]
ସେ ଘାତରେ ମୋହର ପିଠି ଖଞ୍ଜାହାଡ଼, ଭାଳିଗଲା ପରି ଶୁଭିଲା ମଡ଼ ମଡ଼ କୃଷ୍ଣସିଂହ. ମହାଭାରତ. ବିରାଟ