ଶବ୍ଦାର୍ଥ:

ଖଞ୍ଜାଶାଳ
ଉଚ୍ଚାରଣ: Khan̄jāṡāḻa

ଦେ. ବି —

୧: ଖନ୍ଦାଶାଳ (ଦେଖ) — ୧. Khandāṡāḻa (See)

୨: ଉତ୍ସବ ଓ ୟଜ୍ଞ ଆଦିର ବହୁଲୋକ ରହିବା ପାଇଁ ତାଟିର ବଡ଼ବଡ଼ ଅସ୍ଥାୟୀ ଘର —୨. Big temporary houses of plam leaf frames set up to accomodate many people during festive occasions.