ଖଞ୍ଜାଶାଳ
ଖଞ୍ଜାଶାଳ —
ଉଚ୍ଚାରଣ: Khan̄jāṡāḻa
ଦେ. ବି —
୧: ଖନ୍ଦାଶାଳ (ଦେଖ) — ୧. Khandāṡāḻa (See)
୨: ଉତ୍ସବ ଓ ୟଜ୍ଞ ଆଦିର ବହୁଲୋକ ରହିବା ପାଇଁ ତାଟିର ବଡ଼ବଡ଼ ଅସ୍ଥାୟୀ ଘର —୨. Big temporary houses of plam leaf frames set up to accomodate many people during festive occasions.